ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା : ମାଷ୍ଟରମାଇଣ୍ଡ ପତ୍ନୀ ସମେତ ୩ ଅଭିଯୁକ୍ତ ଗିରଫ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅଧୀନରେ ରହିଥିବା ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥ ଠାରୁ ଅନତି ଦୁରସ୍ଥିତ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିବା ସହ ପୁଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି। ନାଚୁଣୀ ଥାନା ପୁଲିସ ମୃତ ଯୁବକଙ୍କ ପତ୍ନୀ ମିଲି ମହାପାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ … Continue reading ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା : ମାଷ୍ଟରମାଇଣ୍ଡ ପତ୍ନୀ ସମେତ ୩ ଅଭିଯୁକ୍ତ ଗିରଫ